Sunday, June 29, 2025
24.5 C
Odisha

    ବଢିଆ ସୁଯୋଗ, ୮୩୦ ଜୁନିଅର ଇଂଜିନିୟର ପଦବୀ ଖାଲି

    ଆଗକୁ ପଢନ୍ତୁ

    ରାଜସ୍ଥାନ ସବଅଡିନେଟ ଆଣ୍ଡ ମିନିଷ୍ଟ୍ରିଆଲ ସଭିର୍ସ ସିଲେକ୍ସନ ବୋର୍ଡ (ଆରଏସଏମଏସଏସବି)ରେ ୮୩୦ ପଦବୀ ଖାଲି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

    ପଦବୀ ବିବରଣୀ : ୮୩୦

    ଜରୁରୀ ତାରିଖ : ଏଥିପାଇଁ ଅନଲାଇନ ପରୀକ୍ଷା ଫେବ୍ରୁ୍ଆରୀ ୨୦୨୫ରେ ହେବ ।

    ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ ଇଂଜିନିୟରିଂ କରିଥିବା ଜରୁରୀ ।

    ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

    ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଇଣ୍ଟରଭ୍ୟୁ, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ପରୀକ୍ଷା ଆଧାରରେ ହେବ ।

    କେମିତି କରିବେ ଆବେଦନ :

    ପ୍ରଥମେ ଅଫିସିଆଲ ସାଇଟକୁ ଯିବାକୁ ହେବ ।

    ଏହାପରେ ରେଜିଷ୍ଟ୍ରେସନ କରି ଲଗଇନ କରିବାକୁ ହେବ ।

    ଦରକାରୀ ସମସ୍ତ ଦସ୍ତାବିଜ ଅପଲୋଡ କରି ଫଟୋଗ୍ରାଫ, ସାର୍ଟିଫିକେଟ ପ୍ରଦାନ କରନ୍ତୁ।

    ଏହାପରେ ଆବେଦନ ଶୁଳ୍କ ଭରି ଫର୍ମ ପୂରଣ କରନ୍ତୁ ।

    ଫମର୍କୁ ଶେଷରେ ସବମିଟ୍ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    81 %
    4.6kmh
    100 %
    Sun
    24 °
    Mon
    25 °
    Tue
    29 °
    Wed
    32 °
    Thu
    32 °

    ସମ୍ବନ୍ଧିତ