Monday, October 13, 2025
22.5 C
Odisha

    ଓପିଏସସି ପକ୍ଷରୁ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା

    ଆଗକୁ ପଢନ୍ତୁ

    ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା-୨୦୨୩ ଆସନ୍ତା ଅକ୍ଟୋବର ୨୭ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ପରୀକ୍ଷା ନିର୍ଘଣ୍ଟ ସମ୍ପର୍କିତ ବିଜ୍ଞପ୍ତି ଓଡିଶା ଲୋକ ସେବା ଆୟୋଗ(ଓପିଏସସି) ପକ୍ଷରୁ ପ୍ରକାଶ ପାଇଛି। ୫ଟି ଜୋନ ଯଥା ଭୁବନେଶ୍ୱର,ବାଲେଶ୍ୱର,ବ୍ରହ୍ମପୁର,କଟକ,ସମ୍ବଲପୁରରେ ଏହି ପରୀକ୍ଷା କରାଯିବ । ସକାଳ ୧୦ଟାରୁ ୧୨ଟା ଜେନେରାଲ ଷ୍ଟଡିଜ ପେପର-୧ ପରୀକ୍ଷା ଓ ଦିନ ୧ଟା୩୦ରୁ ୩ଟା୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    85 %
    1.5kmh
    4 %
    Sun
    23 °
    Mon
    29 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ