Saturday, October 3, 2026
24.8 C
Odisha

    ବଜ୍ରକାପ୍ତା ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

    ଆଗକୁ ପଢନ୍ତୁ

    ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କତୁରୁ ପଞ୍ଚାୟତ ରାମେୟାପଟଣା ସମୁଦ୍ରତଟରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଆଜି ଭୋର୍‌ରେ ମତ୍ସ୍ୟଜୀବୀମାନେ ବଜ୍ରକାପ୍ତାଟିକୁ ଠାବ କରିଥିଲେ। ଗାଁ ମୁଖିଆ ତଥା ନାଇଡୁ ଦିଲ୍ଲେ‌ଶ ରେଡ୍ଡୀ ବଜ୍ରକାପ୍ତାଟିକୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ବଜ୍ରକାପ୍ତାଟିର ଓଜନ ୧୪.୭୯୦ କେଜି ହେବ। ଏନେଇ ବ୍ରହ୍ମପୁର ଡିଏଫଓ ସନ୍ନି ଖୋକରଙ୍କ ସହ ଯୋଗାଯୋଗ କରିବାରୁ ବଜ୍ରକାପ୍ତା ଉଦ୍ଧାର ସଂପର୍କରେ କୌଣସି ସୂଚନା ହସ୍ତଗତ ହୋଇ ନଥିବା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ