Friday, March 13, 2026
22.3 C
Odisha

    ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର, ଲୋକଙ୍କ ସହଯୋଗ ଲୋଡ଼ିଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର  । ପୁରୀ ଏସପି ଭାବେ କାର୍ଯ୍ୟରତ ଥିଲେ ପିନାକ । ଆଗାମୀ ପାର୍ବଣ ସମୟରେ ସୁରକ୍ଷା ଆହ୍ବାନ ରହିବ । ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ବ ଦିଆଯିବ ପୋଲିସ ସଜାଗ ରହିଛି । ସମସ୍ତଙ୍କୁ ସତର୍କ ରହିବାକୁ ଅପିଲ କଲେ । ଦାୟିତ୍ବ ଗ୍ରହଣ ପରେ ଭୁବନେଶ୍ବର DCP ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି  । ସୁରୁଖୁରୁରେ ପୂଜା ସାରିବା ସହ ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ବ ଦେଇଛନ୍ତି । ପୂଜା ଏକ ଆହ୍ବାନ ।  ଲୋକଙ୍କ ସହଯୋଗ ଲୋଡ଼ିଲେ ପିକାନ ମିଶ୍ର । ଉତ୍ତମ ସେବା ଯୋଗାଇବା ମୋର ଲକ୍ଷ୍ୟ । ପୂଜା ପାଇଁ ବାହାର ସ୍ଥାନରୁ ଅପରାଧୀ ଆସିଥାନ୍ତି । ସମସ୍ତେ ପୂଜା ପାଇଁ ସତର୍କ ରହିବା ସହ ପୋଲିସ ସଜାଗ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    20 %
    1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    38 °
    Tue
    37 °

    ସମ୍ବନ୍ଧିତ