Monday, October 5, 2026
21.7 C
Odisha

    ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ମଗାଯିବ ଆଳୁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ମଗାଯିବ ଆଳୁ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ ଉତ୍ତର ପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ମିଛ। ଏପରିକି ଉତ୍ତର ପ୍ରଦେଶରୁ ଆସିଥିବା ଆଳୁ ବିକ୍ରି ହେଲାଣି। ଏହାର ମାନ ବହୁତ ଭଲ ବୋଲି ଲୋକେ କହିଛନ୍ତି। ତେବେ ପଶ୍ଚିମବଙ୍ଗ ବ୍ଲାକମେଲର ଶିକାର ନ ହୋଇ ସ୍ବାଭିମାନକୁ ଦେଖିଲୁ ବୋଲି କହିଛନ୍ତି ମନ୍ତ୍ରୀ। ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଆଳୁକୁ ପଶ୍ଚିମବଙ୍ଗ ପୁଲିସ ଓ ପ୍ରଶାସନ ଅଟକାଇବା ପରେ ଉତ୍ତର ପ୍ରଦେଶରୁ ରାଜ୍ୟକୁ ଆସୁଥିଲା ଆଳୁ। ଏହାରି ଭିତରେ ପୁଣି ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ