Tuesday, April 7, 2026
35.3 C
Odisha

    ଶେଷ ହେଲା ନିର୍ବନ୍ଧ ବିବାହକୁ ଆଉ କିଛି ଦିନ ରହିଲା ବାକି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିବି ସିନ୍ଧୁ ତାଙ୍କ ଜୀବନରେ ଏକ ନୂଆପଥରେ ଆଗେଇଛନ୍ତି। ପିବିଙ୍କ ହାଇଦ୍ରାବାଦର ବାସିନ୍ଦା ଭେଙ୍କଟ ଦତ୍ତା  ସାଇଙ୍କ ସହିତ ଡିସେମ୍ବର ୧୪ ତାରିଖ‌ ଶନିବାର ଦିନ  ନିର୍ବନ୍ଧ ହୋଇଛି। ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ପିବି ସିନ୍ଧୁ ଓ ଭେଙ୍କଟ ଦତ୍ତା ସାଇଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ନିର୍ବନ୍ଧ ଶେଷ ହୋଇଛି। ଏ ସମ୍ପର୍କରେ ନିଜେ ପିବି ସିନ୍ଧୁ ଇନଷ୍ଟାଗ୍ରାମରେ ନିର୍ବନ୍ଧର ଫଟୋ ଦେଇ ସୂଚନା ଦେଇଛନ୍ତି। ଏହି ଫଟୋରେ ପିବି ସିନ୍ଧୁ ଓ ଭେଙ୍କଟ ଦତ୍ତା  ସାଇ ଛିଡ଼ା ହୋଇଥିବା ବେଳେ ତାଙ୍କ ପଛପାର୍ଶ୍ବରେ ଥିବା ପୋଷ୍ଟରରେ  ମିସ ଟୁ ମିସେଜ ଲେଖାହୋଇଛି। ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ଏହି ବିବାହରେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ