Sunday, March 22, 2026
32 C
Odisha

    ମୋଦୀ, ଶାହା କାହିଁକି ସେୟାର କିଣିବାକୁ ଲୋକଙ୍କୁ କହିଲେ ? ଜେପିସି ତଦନ୍ତ ହେବା ଉଚିତ୍ : ରାହୁଲ ଗାନ୍ଧି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସେୟାର ବଜାର ହ୍ରାସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଷ୍ଟକ ବଜାର ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ ଷ୍ଟକ ବଜାର ଦ୍ରୁତ ଗତିରେ ଆଗକୁ ବଢ଼ିବ ଏବଂ ଲୋକମାନେ ସେୟାର କିଣିବା ଉଚିତ। ଜୁନ୍ ପହିଲାରେ ଗଣମାଧ୍ୟମ ମିଥ୍ୟା ଏକ୍ଜିଟ୍ ପୋଲ୍ ଜାରି କରିଥିଲା। ବିଜେପିର ଆଭ୍ୟନ୍ତରୀଣ ସର୍ଭେରେ ୨୨୦ ଟି ଆସନ ଆସୁଥିବା ବେଳେ ଏଜେନ୍ସିଗୁଡିକ ମଧ୍ୟ ୨୦୦ରୁ ୨୨୦ ଟି ଆସନ ଆକଳନ କରିଥିଲେ । ଏହା ସତ୍ତ୍ବେ ଉଭୟ ଲୋକମାନଙ୍କୁ ସେୟାର କିଣିବାକୁ କହିଥିଲେ । ଏହା ପଛରେ କଣ ରହସ୍ୟ ରହିଛି ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ