Friday, May 22, 2026
30.4 C
Odisha

    ରୂପି ସମସ୍ୟାକୁ ନେଇ ଚିନ୍ତିତ କି?

    ଆଗକୁ ପଢନ୍ତୁ

    ଶୀତ ଦିନ ଆସିବା ମାତ୍ରେ କେଶରେ ବହୁ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ କେଶ ଅଧିକ ଶୁଷ୍କ ହୋଇ ରୂପି ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ନାନା ପ୍ରକାରର ଉପାୟ କଲେ ବି ଏହି ସମସ୍ୟା ଏତେ ସହଜରେ ଭଲ ହୁଏ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ରୂପି ସମସ୍ୟାକୁ ସମ୍ପୁର୍ଣ୍ଣ ଭାବେ ଭଲ କରିହେବ ।

    ଶୀତ ଦିନରେ ମୁଣ୍ଡରେ ହେଉଥିବା ରୂପି ଓ ତାଦ୍ୱରା ହେଉଥିବା କ୍ଷତିକୁ ରୋକିବାକୁ ହେଲେ ଆପଣଙ୍କୁ ନିଜର ସ୍କାଲ୍ପକୁ ମଶ୍ଚୋରାଇଜ ରଖନ୍ତୁ ।
    ମୁଣ୍ଡ ସଫା କରିବା ପୂର୍ବରୁ କେଶରେ ଅଳ୍ପ ଉଷୁମ ତେଲ ମାଲିସ୍ କରନ୍ତୁ। ଏହା କେବଳ ରୂପି ସହ ଲଢେଇ କରିବାରେ ସହାୟକ ହୁଏ ତାହା ନୁହେଁ ବରଂ ସ୍କାଲ୍ପକୁ ମଶ୍ଚରାଇସ କରିଥାଏ । ତେଲ ମାଲିସ୍ ଦ୍ୱାରା କେଶ ମଜବୁତ୍ ହେବା ସହ କେଶକୁ ପୋଷକ ଯୋଗାଇଥାଏ ।
    କେମିକାଲ ଦ୍ରବ୍ୟଠାରୁ କେଶକୁ ଦୁରେଇ ରଖନ୍ତୁ । ଏହାର ଅଧିକ ବ୍ୟବହାର କେଶର ମୁଲାୟମକୁ ନଷ୍ଟ କରିଥାଏ । ଯାହା ମଧ୍ୟ ରୂପିର କାରଣ ହୋଇଥାଏ।
    ଜିଙ୍ଗ୍, ଭିଟାମିନ୍ ବି, ଓମେଗା 3 ଓ ଫ୍ୟାଟି ଏସିଡ୍ ଥିବା ସ୍ୟାମ୍ପୋର ବ୍ୟବହାର କେଶ ପାଇଁ ଭଲ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.4 ° C
    30.4 °
    30.4 °
    35 %
    1.8kmh
    57 %
    Thu
    30 °
    Fri
    45 °
    Sat
    45 °
    Sun
    45 °
    Mon
    46 °

    ସମ୍ବନ୍ଧିତ