Sunday, October 4, 2026
28.6 C
Odisha

    ସମ୍ବଲପୁର ରେଢ଼ାଖୋଲରେ ମ୍ୟାଲେରିଆ ଆତଙ୍କ । ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୯୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ

    ଆଗକୁ ପଢନ୍ତୁ

    ସମ୍ବଲପୁର ରେଢ଼ାଖୋଲରେ ମ୍ୟାଲେରିଆ ଆତଙ୍କ। ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା। ଗତବର୍ଷ ମାତ୍ର ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କେବଳ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୯୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସ୍ଥାନୀୟ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିଲେ ମଶାରୀ ବ୍ୟବହାରକୁ ଗୁରୁତ୍ବ ଦିଆଯାଥିଲା। ମଶା ବଂଶ ବୃଦ୍ଧି ରୋକିବାକୁ ପାଣି ଜମୁଥିବା ସ୍ଥାନରେ ଡିଡିଟି ଓ ବ୍ଲିଚିଂ ପାଇଡର ସିଞ୍ଚନ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ଏହା କରାଯାଉ ନଥିବାରୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟ ବଢୁଥିବା ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ