Saturday, April 11, 2026
25.2 C
Odisha

    ପୁଣି ଓଡ଼ିଶାକୁ ମିଳିବ ୩୭୪ କୋଟି: ଅର୍ଥ ମଞ୍ଜୁର କଲେ କେନ୍ଦ୍ର ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସମ୍ବଲପୁର ଏନଏଚ ପ୍ରକଳ୍ପ ପାଇଁ କେନ୍ଦ୍ରର ଅର୍ଥ ମଞ୍ଜୁର। ତେବେ ଏନଏଚ- ୫୩ରେ ୩୭୪ କୋଟି ବ୍ୟୟରେ ୬ ଲେନ ଫ୍ଲାଏଓଭର ନିର୍ମାଣ କରାଯିବ। ଏହା ସହ ୨ ଲେନ ବିଶିଷ୍ଟ ରୋଡ଼ ମଧ୍ୟ ନିର୍ମାଣ କରାଯିବ। ଯେଉଁଥିପାଇଁ ଆଜି କେନ୍ଦ୍ର ସରକାର ଏହାର ଅର୍ଥ ମଞ୍ଜୁର କରିଥିବା ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1.3kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ