Wednesday, August 26, 2026
26.3 C
Odisha

    ହତ୍ୟା ମାମଲାରେ ବ୍ରହ୍ମପୁରର ବରିଷ୍ଠ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ହତ୍ୟା ମାମଲାରେ ବ୍ରହ୍ମପୁରର ବରିଷ୍ଠ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡ ଓ ୧୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି। ଦୁଇ ସହଯୋଗୀଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡ ମିଳିଛି। ଗଞ୍ଜାମ ଜିଲା ଏଡିଜେ-୩ ଅଦାଲତର ବିଚାରପତି ରାଜ କୁମାର ଦାସ ଏହି ରାୟ ଶୁଣାଇଛନ୍ତି।ମାମଲାର ବିବରଣୀରୁ ଜଣାଯାଇଛି ଯେ, ତ୍ରିକୋଣିୟ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଅଭିଯୁକ୍ତ ଡାକ୍ତର ୨୦୧୮ ସେପ୍ଟେମ୍ବର ମାସରେ ଜଣେ ବୀମା ଏଜେଣ୍ଟଙ୍କୁ ନିଜ କ୍ଲିନିକ୍ ଭିତରେ ନିଶା ଇଞ୍ଜେକସନ ଦେଇ ବେହୋସ୍ କରିବା ପରେ ଖଣ୍ଡଖଣ୍ଡ କରି କାଟି ହତ୍ୟା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    92 %
    1.7kmh
    90 %
    Wed
    27 °
    Thu
    29 °
    Fri
    29 °
    Sat
    28 °
    Sun
    28 °

    ସମ୍ବନ୍ଧିତ