Wednesday, October 23, 2024
21.7 C
Odisha

    ନିଜ ପ୍ରେମ ସଂପର୍କକୁ ଅଫିସିୟାଲ କଲେ ଶ୍ରଦ୍ଧା କପୁର, କ୍ୟାପ୍ସନରେ ଲେଖିଲେ ଏପରି

    ଆଗକୁ ପଢନ୍ତୁ

    ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ଅଭିନୟ ସହ ନିଜ କ୍ୟୁଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି ଏବଂ ନିଜ ଫ୍ୟାନ୍ସଙ୍କ ସହ ନିଜ ଲାଇଫ ଅପଡେଟ ସେୟାର କରନ୍ତି । ଗତକିଛି ସମୟରେ ଶ୍ରଦ୍ଧା ନିଜ ଅଫିସିଆଲ ଲାଇଫ ଅପଡେଟ ସେୟାର କରନ୍ତି । ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ପର୍ସନାମ ଲାଇଫକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ବର୍ତ୍ତମାନ ଶ୍ରଦ୍ଧା କପୁର ଏକ ପୋଷ୍ଟ କରି ନିଜ ସଂପର୍କ ବିଷୟରେ ଖୁଲାସା କରିଛନ୍ତି । ଶ୍ରଦ୍ଧା କପୁର ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ସେୟାର କରି ଅଭିନେତ୍ରୀ ଫ୍ୟାନ୍ସଙ୍କୁ କହିଛନ୍ତି ଯେ, ଖାଲି ଟାଇମରେ ଆରମ କରୁଛି । ଶ୍ରଦ୍ଧା କ୍ୟାପ୍ସନରେ ଲେଖିଛନ୍ତି ଯେ, ‘କୁଛ ନେହିଁ ବ୍ରୋ, ସଣ୍ଡେ ହୈତୋ କୁଛ ନହିଁ କର ରହି’ । ହେଲେ ଏହି ପୋଷ୍ଟରେ ଶ୍ରଦ୍ଧା ବଡ ହିଣ୍ଟ ଦେଇଛନ୍ତି । ଏହି ହିଣ୍ଟରୁ ଜଣାପଡୁଛି ଯେ, ଅଭିନେତ୍ରୀ ରାହୁଲ ମୋଦୀଙ୍କ ସହ ରିଲେସନସିପରେ ଅଛନ୍ତି । ଏଥିରେ ଶ୍ରଦ୍ଧା ଆରମ କରୁଥିବା ନଜର ଆସିଛନ୍ତି । ଅଭିନେତ୍ରୀ ଲାଭେଣ୍ଡର କଲରର ନାଇଟ ସୁଟ ପିନ୍ଧିଛନ୍ତି । ଏଥିସହ ଅଭିନେତ୍ରୀ ବେକରେ ଆର ନାମକ ଲକେଟ ପିନ୍ଧିଛନ୍ତି । ଯାହା ଉପରେ ନଜର ସମସ୍ତଙ୍କର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ