Sunday, May 24, 2026
44.5 C
Odisha

    ପରିତ୍ୟକ୍ତ ଘରୁ ମିଳିଲା ୫ବ୍ୟକ୍ତିଙ୍କ କଙ୍କାଳ: ୪ବର୍ଷ ହେବ ନିଖୋଜ ଥିଲା ଗୋଟିଏ ପରିବାର ୫ ସଦସ୍ୟ

    ଆଗକୁ ପଢନ୍ତୁ

    ୪ବର୍ଷ ପରେ ଏକ ପରିିତ୍ୟକ୍ତ ଘରୁ ମିଳିଲା ୫ଜଣ ବ୍ୟକ୍ତିଙ୍କ କଙ୍କାଳ । ପ୍ରାୟ ୪ବର୍ଷ ହେବ ପରିବାରର ସଦସ୍ୟଙ୍କ କୌଣସି ଖୋଜ ଖବର ନଥିଲା ହେଲେ ଏବେ ସେମାନଙ୍କ କଙ୍କାଳ ଜବତ ହୋଇଛି । ଏହି ଲୋମଟାଙ୍କୁରା ଖବର ଆସିଛି କର୍ଣ୍ଣାଟକ ଚିତ୍ରଦୁର୍ଗା ଅଂଚଳର । ମୃତକଙ୍କ ମଧ୍ୟରେ ବୃଦ୍ଧ ଦମ୍ପତି,ପୁଅ, ଝିଅ ଓ ନାତି ଥିବା ଜଣାପଡିଛି । ୨୦୧୯ ମସିହା ଜୁଲାଇ ମାସରେ ପଡୋଶୀମାନେ ଶେଷଥର ପାଇଁ ପରିବାକୁ ଦେଖିଥିଲେ । ତେବେ ସ୍ଥାନୀୟ ଳୋକଙ୍କ ସହନ୍ଦ ହେବା ପରେ ପୁଲିସକୁ ଖବର ଦେଇଥିଲ । ପୁଲିସ ଟିମ ପହଁଚି ତଦନ୍ତ କରୁଥିବା ସମୟରେ ଘର ଭିତରୁ କଙ୍କାଳ ଜବତ କରିଛି । ଏକ କୋଠରୀରେ ୨ଜଣଙ୍କ କଙ୍କାଳ ପଡି ରହିଥିବବେଳେ ଚଟାଣରେ ଆଉ ୩ଜଣଙ୍କ କଙ୍କାଳ ମିଳିଛି । ସେମାନଙ୍କ ମୃତ୍ୟୁ କେମିତି ହେଲା? ଏହା ହତ୍ୟା ନା ଆତ୍ମହତ୍ୟା ତା ସ୍ପଷ୍ଟ ହୋଇନି । ରହସ୍ୟ ଉପରୁ ପରଦା ଉଠାଇବ ଫୋରେନସିକ ରିପୋର୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    44.5 ° C
    44.5 °
    44.5 °
    9 %
    4.3kmh
    14 %
    Sun
    44 °
    Mon
    45 °
    Tue
    45 °
    Wed
    46 °
    Thu
    46 °

    ସମ୍ବନ୍ଧିତ