Friday, March 13, 2026
22 C
Odisha

    ଆଳୁ ପରେ ପିଆଜ ଦର ଆକାଶ ଛୁଆଁ । କିଲୋପିଛା ୬୫ରୁ ୭୦ ଟଙ୍କା ବିକ୍ରି

    ଆଗକୁ ପଢନ୍ତୁ

    ଆକାଶଛୁଆଁ ପନିପରିବା ଦର। କେବଳ କଖାରୁକୁ ଛାଡିଦେଲେ ୫୦ ଟଙ୍କା ତଳକୁ ନାହିଁ କୌଣସି ପରିବା । ବାଇଗଣ ୬୦, ପୋଟଳ ୬୦, ଟମାଟୋ ୧୦୦, ବିନ୍‌ସ ୧୦୦, ଝୁଡ଼ଙ୍ଗ ୭୦, କାଙ୍କଣ ୭୦ ଓ କାକୁଡ଼ି କିଲୋ ୬୦ ଟଙ୍କା ରହିଛି । ସବୁ ପନିପରିବାର ଏଭଳି ଆକାଶଛୁଆଁ ଦର ଗ୍ରାହକଙ୍କୁ ଖୁବ୍ ବାଧୁଛି । ୫୦୦ ଟଙ୍କାରେ ଗୋଟେ ବ୍ୟାଗ୍ ମଧ୍ୟ ପୁରୁନି ।

    ଲୋକେ ମାର୍କେଟକୁ ଗଲେ କିଲେ ଜାଗାରେ ଅଢେଇଶ, ଅଧ କିଲୋ ଏଭଳି ନେଉଛନ୍ତି । କେବଳ ସବୁଜ ପନିପରିବା ନୁହେଁ ପିଆଜ ଦର ଲୋକଙ୍କୁ କନ୍ଦାଉଛି । ବର୍ତ୍ତମାନ ବଜାରରେ ପିଆଜ କିଲୋ ପିଛା ୬୫ ରୁ ୭୦ ଟଙ୍କା ରହିଛି । ପିଆଜର ଏଭଳି ଦରବୃଦ୍ଧି କୁ ଦୃଷ୍ଟିରେ ରଖି ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନାଫେଡ ପକ୍ଷରୁ ୩୫ ଟଙ୍କାରେ ପିଆଜ ବିକ୍ରି କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    1.1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ