Sunday, July 5, 2026
23.5 C
Odisha

    ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ପାଇଁ SOP ପ୍ରସ୍ତୁତ ; ମରାମତି ପାଇଁ ଏଏସଆଇକୁ ହସ୍ତାନ୍ତର କରାଯିବ ରତ୍ନଭଣ୍ଡାର

    ଆଗକୁ ପଢନ୍ତୁ

    ପୁରୀରେ ପହଞ୍ଚିଲେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ସାଙ୍ଗରେ ଅଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ । ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଏହାର ଗଣତି ମଣତି ପାଇଁ ପ୍ରସ୍ତୁତ ହୋଇଛି ଏସଓପି । ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ରତ୍ନଭଣ୍ଡାର ମରାମତି ପାଇଁ ହସ୍ତାନ୍ତର କରାଯିବ । ଏହାପରେ ରତ୍ନଅଳଙ୍କାରକୁ ରଣ୍ଡଭଣ୍ଡାରକୁ ନିଆଯାଇ ସେଠାରେ ହିଁ ଗଣତି ମଣତି କରାଯିବ । ଏଇେ ସୂଚନା ଦେଇଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    93 %
    6.9kmh
    100 %
    Sun
    24 °
    Mon
    24 °
    Tue
    28 °
    Wed
    30 °
    Thu
    31 °

    ସମ୍ବନ୍ଧିତ