Monday, October 5, 2026
24.7 C
Odisha

    ବ୍ରେକଫାଷ୍ଟରେ ଖାଆନ୍ତୁ ଏହି ଖାଦ୍ୟ ଦିନସାରା ରହିବେ ଫିଟ୍

    ଆଗକୁ ପଢନ୍ତୁ

    ଚକଲେଟ କ୍ଷୀର – କ୍ଷୀର ସେବନ ଦ୍ୱାରା ଶରୀରରେ ହାଡ ମଜଭୁତ ହୋଇଥାଏ। ଏଥିରେ ଥିବା ପ୍ରୋଟିନ୍ ମସ୍ତିଷ୍କକୁ ଫିଟ୍ ରଖିଥାଏ। ତେବେ ଖାଲି ବ୍ୟତୀତ କ୍ଷୀରରେ ଚକଲେଟ ମିଶାଇ ପିଅନ୍ତି ଏଥିରେ ଏନର୍ଜି ଆହୁରି ବଢିଯାଏ। ଏହା ବ୍ୟତୀତ ମହୁ, ଦଲିଆ, ଡ୍ରାଏଫୁଡ୍ ଇତ୍ୟାଦି ସକାଳେ ଖାଇଲେ ଅନେକ ଫାଇଦା ମିଳିଥାଏ।

    ସକାଳୁ ସକାଶୁ ଉଠି ସ୍କୁଲ, କଲେଜ ଓ ଅଫିସ ଯିବା ପାଇଁ ସମସ୍ତେ ବ୍ୟସ୍ତ ରୁହନ୍ତି । ଯଦିବା ସକାଳୁ ଶୀଘ୍ର ଉଠିବା ପାଇଁ ମନ ହେଉନଥିଲେବି ଉଠିବାକୁ ହୁଏ । ଅଧିକାଂଶ ଲୋକ ସାକଳୁ କଫି କିମ୍ବା ଚାହା ପିଇ ଲଞ୍ଚ ପର୍ଯ୍ୟନ୍ତ ଚାଳାଇ ଦିଅନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟପ୍ରତି ହାନି କାରକ । ଆପଣଙ୍କୁ ସ୍ୱାସ୍ଥ୍ୟବାନ ଓ ଫୁର୍ତ୍ତିଲା ରଖିବା ପାଇଁ ଅବା ଦିନସାରା ଥକ୍କା ଓ ଅଳସରୁ ମୁକ୍ତ କରିବା ପାଇଁ ବ୍ରେକଫାଷ୍ଟରେ ଗୋଟିଏ ଜିନିଷ ଖାଇବାକୁ ପଡିବ । ସେଗୁଡିକ ହେଲା

    ସେଓ- ସକାଳୁ ସକାଳୁ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରୀକୁ ଅନେକ ତତ୍ୱ ମିଳିବା ସହ ଦେହ ଫୁର୍ତ୍ତି ରହେ। ଏକ ବଡ ସେଓରେ 13 ଗ୍ରାମ ନ୍ୟଚୁରାଲ ସୁଗାର ଥାଏ । ସେଓ ଖାଇବା ଦ୍ୱାରା ଡାଇବେଟିସ, ହୃଦରୋଗ, ବ୍ଲଡ୍ ପ୍ରେସର ଓ ଅନ୍ୟାନ୍ୟ ରୋଗରୁ ମୁକ୍ତି ମିଳିଥାଏ ।

    ଅଣ୍ଡା- ଏନର୍ଜି ପାଇବା ପାଇଁ ସକାଳୁ ଗୋଟିଏ ଅଣ୍ଡା ଖାଇବା ଜରୁରୀ। ଯଦି ପାରୁଛନ୍ତି ତେବେ ପ୍ରତିଦିନ ଦୁଇଟି ସିଝା ଅଣ୍ଡା ଖାଇପାରନ୍ତି । ଆଣ୍ଡାରେ ପ୍ରୋଟିନ ଅଧିକ ଥାଏ। ଶରାରରେ ମାଂସପେଶୀକୁ ମଜଭୁତ କରିବା ପାଇଁ ଅଣ୍ଡା ନିହାତି ଦରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ