Tuesday, September 8, 2026
29.4 C
Odisha

    ପୋଡ଼ିୟମ ଚଢ଼ି ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି ରହିଥିବାର ଦେଖିବାକୁ ମିଳିଛି। ଏହାରି ମଧ୍ୟର ସବୁ ସୀମା ଟପିଛି ରାଜ୍ୟ ବିଜେପି। ପ୍ରତିବାଦ ଜଣାଇବାକୁ ଯାଇ ବାଚସ୍ପତିଙ୍କ ପୋଡ଼ିୟମ ଚଢ଼ି ମାଇକ ଭାଙ୍ଗିଛନ୍ତି ବିଜେପି ବିଧାୟକ ନାଉରୀ ନାଏକ । ପ୍ରବଳ ହଟ୍ଟଗୋଳ ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଏକ ଘଣ୍ଟା ମୁଲତବି ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    70 %
    3kmh
    36 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ