Wednesday, April 1, 2026
38.7 C
Odisha

    ରୋଗୀ ମୃତ୍ୟୁକୁ ନେଇ ଘରୋଇ ଡାକ୍ତରଖାନାରେ ଉତ୍ତେଜନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରୋଗୀ ମୃତ୍ୟୁକୁ ନେଇ ରବିବାର ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ କଟକର ସ୍ବରାଜ ବିଷୋୟୀ (୨୫)ଙ୍କୁ ଗତ ଅଗଷ୍ଟ ୧୯ ତାରିଖରୁ କିଡ୍‌ନି ପ୍ରତିରୋପଣ ପାଇଁ କଳିଙ୍ଗ ହସପିଟଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶାରୀରିକ ଅସୁସ୍ଥତା ସତ୍ତ୍ବେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।ହେଲେ ଅସ୍ତ୍ରୋପଚାରରେ ତ୍ରୁଟି ଯୋଗୁଁ ତାଂକର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ