Friday, February 20, 2026
19 C
Odisha

    ପରୀକ୍ଷା ଦେବାକୁ ଆସି କଲେଜ ଛାତ୍ରୀ ନିଖୋଜ

    ଆଗକୁ ପଢନ୍ତୁ

    ଦେଓଗାଁ : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଧୀନ କରୁଆଁଝର ଗାଁର ଜଣେ ଛାତ୍ରୀ କଲେଜକୁ ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଯାଇଥିବା ଦେଓଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ହରୀବନ୍ଧୁ ଗଡ଼ତ୍ୟା । ମଙ୍ଗଳବାର ଛାତ୍ରୀ ଜଣକ ଜରାସିଂହା ଶାଶ୍ୱତ ଡିଗ୍ରୀ କଲେଜକୁ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଦେବାପାଇଁ ଆସିଥିଲେ । ପରୀକ୍ଷା ଦେବାପରେ ଘରକୁ ନଯାଇ ସେ କୁଆଡେ ଚାଲିଯାଇଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    19 ° C
    19 °
    19 °
    48 %
    2.3kmh
    81 %
    Thu
    19 °
    Fri
    35 °
    Sat
    35 °
    Sun
    35 °
    Mon
    34 °

    ସମ୍ବନ୍ଧିତ