Tuesday, November 18, 2025
14.1 C
Odisha

    ଶିକ୍ଷକ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ପ୍ରତିବାଦ

    ଆଗକୁ ପଢନ୍ତୁ

    ଶିକ୍ଷକ ବଦଳିକୁ ବିରୋଧ କରି ରାସ୍ତାରେ ବସିଲେ ଛାତ୍ରଛାତ୍ରୀ । ଭୋଗରାଇ ପଥରେଶ୍ୱର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହି ବସ୍ତାନୀ ଧରି ପ୍ରତିବାଦ କରିଛନ୍ତି । ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୬୬ଜଣ ପିଲା ପାଠ ପଢୁଛନ୍ତି । ୩ଜଣ ଶିକ୍ଷକ ପିଲାଙ୍କୁ ପାଠ ପଢାଉଥିବା ବେଳେ ଆଜି ହଠାତ୍ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲ ଆଗରେ ବହି ବସ୍ତାନୀ ଧରି ରାସ୍ତା ଉପରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.1 ° C
    14.1 °
    14.1 °
    68 %
    1.2kmh
    10 %
    Mon
    14 °
    Tue
    25 °
    Wed
    26 °
    Thu
    27 °
    Fri
    29 °

    ସମ୍ବନ୍ଧିତ