Suzuki ମୋଟରସାଇକେଲ୍ ଇଣ୍ଡିଆ ଅଟୋ ଏକ୍ସପୋ ୨୦୨୫ ରେ Suzuki Access Electric ଉପସ୍ଥାପନ କରିଛି । ଏହା ଏକ sporty and futuristic design ସହିତ ସାମ୍ନାକୁ ଆସିଛି । ଏହା ପେଟ୍ରୋଲ୍-ପାବର୍ଡ ଆକ୍ସେସ୍ ୧୨୫ ଠାରୁ ଭିନ୍ନ ରଖାଯାଇଛି । ଆସନ୍ତୁ ଜାଣିବା Suzuki Access Electric କେଉଁ ଫିଚର୍ସ ସହିତ ଅଣାଯାଉଛି ।
Suzuki E-Access ର ତିନୋଟି ଡୁଆଲ୍-ଟୋନ୍ କଲର ସ୍କିମ୍ ସହିତ ଆସିଛି, ଯାହା ମେଟାଲିକ୍ ମ୍ୟାଟ୍ ବ୍ଳାକ୍ ନମ୍ବର ୨/ମେଟାଲିକ୍ ମ୍ୟାଟ୍ Bordeaux Red, Pearl Grace White/Metallic Matte Fibroin Grey ଏବଂ Pearl Jade Green/Metallic Matte Fibroin Grey ରହିଛି ।
ବ୍ୟାଟେରୀ ପ୍ୟାକ୍ :ଏଥିରେ ଏକ ଇଲେକ୍ଟ୍ରିକ୍ ମୋଟର ଦିଆଯାଇଛି, ଯାହା ୪.୧ kW ରହିଛି । ଏହା ୧୫ Nm ର ପିକ୍ ଟର୍କ ଦେଇଥାଏ । ଏହା ୩.୦୭ kWh ବ୍ୟାଟେରୀ ପ୍ୟାକ୍ ସହିତ ଅଣାଯାଇଛି, ଯାହା ଫୁଲ୍ ଚାର୍ଜ ହେବା ପରେ ୯୫ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ । ଏହାର ଟପ୍ ସ୍ପିଡ୍ ୭୧ kmph ରହିଛି । ଏକ ପୋର୍ଟେବଲ୍ ଚାର୍ଜର ବ୍ୟବହାର କରି E-Access କୁ ୦ ରୁ ୧୦୦% ଚାର୍ଜ କରିବାକୁ ୬ ଘଣ୍ଟା ସମୟ ଲାଗେ । ଫାଷ୍ଟ ଚାର୍ଜର ସାହାଯ୍ୟରେ ଏହାକୁ ମାତ୍ର ୨ ଘଣ୍ଟା ୧୨ ମିନଟ ମଧ୍ୟରେ ଚାର୍ଜ କରାଯାଇପାରିବ ।
ଫିଚର୍ସ :ଏଥିରେ ସ୍ମାର୍ଟଫୋନ୍ କନ୍ନେକ୍ଟିଭିଟି ସହିତ TFT ଇନଷ୍ଟ୍ରୁମେଣ୍ଟ କନସୋଲ୍ ଦିଆଯାଇଛି । ଏହି କନସୋଲ୍ ସ୍ପିଡୋମିଟର,ଓଡୋମିଟର, ରେଞ୍ଜ, ବ୍ୟାଟେରୀ, ଟ୍ରିପମିଟର ଏବଂ ଅନ୍ୟାନ୍ୟ ମୈଳିକ ରିଡ୍ ଆଉଟ୍ ପରଫର୍ମସ କରିଥାଏ । ଏହାର କନ୍ନେକ୍ଟିଭିଟି ଫିଚର୍ସରେ ଟର୍ନ-ବାୟ-ଟର୍ନ ନେବିଗେସନ୍ ଏବଂ ଟ୍ରାଫିକ୍ ଅପଡେଟ୍ ସାମିଳ କରାଯାଇଛି । E-Access ର ତିନୋଟି ରାଇଡ୍ ମୋଡ୍ – Eco, Ride A and Ride B ମଧ୍ୟ ଦିଆଯାଇଛି । ଏହାର ଏକ ଫବ୍ ମଧ୍ୟ ଅଛି, ଯାହା ସହିତ ଆପଣ ସ୍କୁଟରକୁ ଦୂରରୁ ଲକ୍ / ଅନଲକ୍ କରିପାରିବେ ।ଏଥିରେ ଟେଲିସ୍କୋପିକ୍ ଫଙ୍କ୍ ଏବଂ ମୋନୋଶକ୍ ଅଛି । ଇଲେକ୍ଟ୍ରିକ୍ ସ୍କୁଟରରେ ୧୨-ଇଞ୍ଚର ଆଲଏ ହୁଇଳ୍ ଦିଆଯାଇଛି । ଏଥିରେ ୯୦-ସେକ୍ସନର ଟୟୁବଲେସ୍ ଟାୟାର ଅଛି । ଏହାର ସିଟ୍ ହାଇଟ୍ ୭୬୫ mm, ଗ୍ରାଉଣ୍ଡ କ୍ଲିୟରାନ୍ସ ୧୬୫ mm ଏବଂ କର୍ବ ୱେଟ୍ ୧୨୨ kg ଅଛି ।
ପ୍ରାଇସ୍ ଏବଂ ଲଞ୍ଚ ଡେଟ୍ :ଏହାର ଏକ୍ସ-ସୋରୁମ୍ ପ୍ରାଇସ୍ ୧.୨୦ ଳକ୍ଷରୁ ୧.୪୦ ଲକ୍ଷ ଟଭ୍କାକୁ ଅଣାଯାଇପାରିବ ।