Sunday, September 20, 2026
25.3 C
Odisha

    କିଛି ଦିନର ଆଶ୍ୱସ୍ତି ପରେ ପୁଣି ରାଜ୍ୟରେ ଅସହ୍ୟ ତାତି, ୪୦ ଡିଗ୍ରୀ ଛୁଇଁଲା ତାପମାତ୍ର

    ଆଗକୁ ପଢନ୍ତୁ

    କିଛିଦିନର ଆଶ୍ୱସ୍ତି ପରେ ପୁଣି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ରାଜ୍ୟର କିଛି ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଛୁଇଁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଦେଇଥିବା ରିପୋର୍ଟ ମୁତାବକ ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୬ ଡିଗ୍ରୀ ରହିଛି । ସେହିଭଳି ଚାନ୍ଦବାଲି, ୩୯.୨, ଝାରସୁଗୁଡା ୩୮.୮, ରାଉରକେଲା ୩୭.୮, କେନ୍ଦୁଝର ୩୭.୪, ସମ୍ବଲପୁର ୩୭.୨, ହୀରାକୁଦ ୩୭.୨ ବାଲେଶ୍ୱର ୩୭, ପାରାଦୀପ ୩୫.୫, ପୁରୀ ୩୪.୬ ଓ ଗୋପାଳପୁର ୩୪.୫ ଡିଗ୍ରୀ ସେଲସିୟସ ରହିଛି ।ପାଣିପାଗ ବିଭାଗର ସୂଚନା ମୁତାବକ ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ହେବ । ୧୫ ତାରିଖ ଠାରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.3 ° C
    25.3 °
    25.3 °
    93 %
    1.5kmh
    12 %
    Sun
    26 °
    Mon
    30 °
    Tue
    28 °
    Wed
    29 °
    Thu
    24 °

    ସମ୍ବନ୍ଧିତ