Tuesday, March 17, 2026
24.7 C
Odisha

    କୋଣାର୍କ ମନ୍ଦିରରେ ଉତ୍ତେଜନା, ଗେଟରେ ଧସେଇ ପଶିଲେ ପର୍ଯ୍ୟଟକ

    ଆଗକୁ ପଢନ୍ତୁ

    କୋଣାର୍କ ମନ୍ଦିର ଗେଟ୍ ନିକଟରେ ଉତେଜନା । ଧସେଇ ପସିଲେ ପର୍ଯ୍ୟଟକ । ଅନଲାଇନ୍ ଟିକେଟ୍ ବିଳମ୍ବ ଯୋଗୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଫଳରେ ପର୍ଯ୍ୟଟକମାନେ ଧଶେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏହାକୁ ନେଇ ପର୍ଯ୍ୟଟକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଟିକେଟ୍ କାଉଁଟରକୁ ପର୍ଯ୍ୟଟକ ଭାଙ୍ଗିଥିବା ଜଣାପଡ଼ିଛି । ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    54 %
    5.2kmh
    39 %
    Tue
    26 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ