Wednesday, September 16, 2026
24.5 C
Odisha

    ପୁଣି ଭୁବନେଶ୍ୱରର ଆପାର୍ଟମେଣ୍ଟରେ ଲୁଟ୍

    ଆଗକୁ ପଢନ୍ତୁ

    ରାଜଧାନୀରେ ଛାତି ଥରାଉଛନ୍ତି ଆପାର୍ଟମେଂଟ ଲୁଟେରା । ଗତକାଲି ପାହାଳ ଥାନା ଅଂଚଳରେ ଥିବା କଲ୍ୟାଣି ହାଇଟ୍ସରେ ଲୁଟପାଟ୍ କରିଥିଲେ ଲୁଟେରା । ଆଜି ପୁଣି ଭୁବନେଶ୍ୱରର ଆପାର୍ଟମେଂଟରେ ଲୁଟ୍ । ମଂଚେଶ୍ୱର ଥାନା ଅଧିନ କଳାରାହାଙ୍ଗରେ ଥିବା ସତ୍ୟବାଦୀ ରେସିଡେଂସିରୁ ସିରିଜ ଲୁଟ୍ ହୋଇଛି । ଆପାର୍ଟମେଂଟରେ ଥିବା ୧୦୪ ଓ ୩୦୧ରେ ପଶି କଳାକନା ବୁଲାଇ ଦୁର୍ବୃତ ଚମ୍ପଟ ମାରିଛନ୍ତି । ଅଭିଯୁକ୍ତଙ୍କପୁରା କାରନାମା ସିସିଟିଭିରେ କଏଦ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ