Saturday, July 5, 2025
24 C
Odisha

    ପୁଣି ଭୁବନେଶ୍ୱରର ଆପାର୍ଟମେଣ୍ଟରେ ଲୁଟ୍

    ଆଗକୁ ପଢନ୍ତୁ

    ରାଜଧାନୀରେ ଛାତି ଥରାଉଛନ୍ତି ଆପାର୍ଟମେଂଟ ଲୁଟେରା । ଗତକାଲି ପାହାଳ ଥାନା ଅଂଚଳରେ ଥିବା କଲ୍ୟାଣି ହାଇଟ୍ସରେ ଲୁଟପାଟ୍ କରିଥିଲେ ଲୁଟେରା । ଆଜି ପୁଣି ଭୁବନେଶ୍ୱରର ଆପାର୍ଟମେଂଟରେ ଲୁଟ୍ । ମଂଚେଶ୍ୱର ଥାନା ଅଧିନ କଳାରାହାଙ୍ଗରେ ଥିବା ସତ୍ୟବାଦୀ ରେସିଡେଂସିରୁ ସିରିଜ ଲୁଟ୍ ହୋଇଛି । ଆପାର୍ଟମେଂଟରେ ଥିବା ୧୦୪ ଓ ୩୦୧ରେ ପଶି କଳାକନା ବୁଲାଇ ଦୁର୍ବୃତ ଚମ୍ପଟ ମାରିଛନ୍ତି । ଅଭିଯୁକ୍ତଙ୍କପୁରା କାରନାମା ସିସିଟିଭିରେ କଏଦ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    93 %
    2.7kmh
    100 %
    Sat
    24 °
    Sun
    25 °
    Mon
    28 °
    Tue
    25 °
    Wed
    25 °

    ସମ୍ବନ୍ଧିତ