Monday, January 12, 2026
13.1 C
Odisha

    ତିନି ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ୍

    ଆଗକୁ ପଢନ୍ତୁ

    ଟ୍ରକ୍ ଧକ୍କାରେ ଚାଲିଗଲା ତିନି ଜୀବନ । ବରଗଡ ଜିଲ୍ଲା ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଦୁର୍ଘଟଣା । ଅଶୋକା କମ୍ପାନୀରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳିଦେଲା ଟ୍ରକ୍ । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଘଟଛି ଏଭଳି ଅଭାବନୀୟ ଘଟଣା । ଜାତୀୟ ରାଜପଥ କଡରେ ଡ୍ୟୁଟି କରୁଥିବା ସମୟରେ ମାଡିଗଲା ଟ୍ରକ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    13.1 ° C
    13.1 °
    13.1 °
    38 %
    1.1kmh
    11 %
    Mon
    27 °
    Tue
    28 °
    Wed
    28 °
    Thu
    29 °
    Fri
    30 °

    ସମ୍ବନ୍ଧିତ