Tuesday, April 7, 2026
22.5 C
Odisha

    ବାତ୍ୟା ପରେ ଦାଉ ସାଧିଲା କୋକିଶିଆଳ: ଆକ୍ରମଣ କରି ୩ ଜଣଙ୍କୁ କଲା ଗୁରୁତର

    ଆଗକୁ ପଢନ୍ତୁ

    ସୋର: କୋକିଶିଆଳ ଆକ୍ରମଣରେ ୩ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଛ ପଡ଼ି ରାସ୍ତା ଅବରୋଧ ଥିବାରୁ ୩ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରି ଅଞ୍ଚଳବାସୀ ମେଡିକାଲକୁ ବାଇକରେ ନେଇଛନ୍ତି।
    ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ମିରିପୁର ଖଇରା ଗ୍ରାମରେ ୮୦ ବର୍ଷ ବୃଦ୍ଧା ଗୋଦାବରୀ ପଣ୍ଡା ଘରବାଡ଼ି କୁ ଯାଇଥିବା ବେଳେ କୋକିଶିଆଳ ଆକ୍ରମଣ କରି ଥିଲାl ସେ ଗୁରୁତର ଅବସ୍ଥାରେ ଥିବା ବେଳେ ରାସ୍ତାରେ ଗଛ ଥିବାରୁ ୩ ଘଣ୍ଟା ପରେ ବାଇକରେ ମେଡିକାଲ ନେଲେ ଅଂଚଳବାସୀl ସେହିପରି ଉକ୍ତ ଗ୍ରାମର ମହେନ୍ଦ୍ର ବାରିକ ଓ ମଣ୍ଟୁ ବାରିକ ମଧ୍ୟ କୋକିଶିଆଲ ଆକ୍ରମଣ ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ