Tuesday, October 13, 2026
24.1 C
Odisha

    ଆଜି ଠାରୁ ଟିକେଟ ଆଶାୟୀମାନେ କରିପାରିବେ ଅନଲାଇନ ଆବେଦନ

    ଆଗକୁ ପଢନ୍ତୁ

    କଂଗ୍ରେସ ଟିକେଟ୍ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ । ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ । ଆଜିଠାରୁ ୧୧ ଫେବ୍ରୁଆରୀ ଯାଏଁ ଆଶାୟୀମାନେ ଅନଲାଇନରେ ଆବେଦନ କରିପାରିବେ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପ୍ରଗମନ୍ ଡଟ୍ ଇନରେ ଆବେଦନ କରିହେବ । ଉଭୟ ବିଧାନସଭା ଓ ଲୋକସଭା ଟିକେଟ୍ ପାଇଁ ଆବେଦନ କରାଯାଇପାରିବ । ଯୋଗ୍ୟ ପ୍ରାର୍ଥୀଙ୍କ ଚଳିତ ନିର୍ବାଚନରେ ଟିକେଟ୍ ଦେବ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଏହି ୱେବ୍ସାଇଟ୍କୁ ଲଂଚ କରିଛନ୍ତି ପ୍ରଭାରୀ ଅଜୟ କୁମାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ