Wednesday, August 19, 2026
28 C
Odisha

    ଟିଟିଲାଗଡ଼ ବିଜେପି ବିଧାନସଭା ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

    ଆଗକୁ ପଢନ୍ତୁ

    ଟିଟିଲାଗଡ଼ ଡୁଙ୍ଗୁରିପାଲି ପଂଚାୟତର ତେଣ୍ଡିପାଲି ଗାଁରେ ନିର୍ବାଚନୀ ହିଂସା । ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ସେହିପରି ତାଙ୍କ ସହଯୋଗୀ ଡୋଳାମଣି ବସ୍ତିଆ ଓ ଲବେନ୍ଦ୍ରଙ୍କୁ ଆକ୍ରମଣ କରି ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏହା ପରେ ନବୀନ ଜୈନଙ୍କ ସମର୍ଥକମାନେ ଥାନା ଘେରାଉ କରିଛନ୍ତି । ନବୀନ ଜୈନ ନିର୍ବାଚନ ପ୍ରଚାରରେ ଡୁଙ୍ଗୁରିପାଲି ଯାଇ ସମର୍ଥକଙ୍କ ସହ ଫେରୁଥିଲେ । ଏହି ସମୟରେ କିଛି ଯୁବକ ତାଙ୍କ ଗାଡିକୁ ଅଟକାଇ ମାଡ଼ ମାରିବା ସହ ଡୋଳାମଣି ଓ ଲବେନ୍ଦ୍ରଙ୍କୁ ନେଇଯାଇଥିବା ଅଭିଯୋଗ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    82 %
    3.8kmh
    60 %
    Wed
    28 °
    Thu
    27 °
    Fri
    27 °
    Sat
    26 °
    Sun
    27 °

    ସମ୍ବନ୍ଧିତ