Sunday, December 21, 2025
25.9 C
Odisha

    ରେଡ୍ ଲାଇଟ୍ ଟପିଲେ ହେବ କାର୍ଯ୍ୟାନୁଷ୍ଠାନ : ଗାଡ଼ି ଓ ଡ୍ରାଇଭିଂ ଲାଇସେନ୍ସ ଜବତ ସହ ଗିରଫ ହୋଇପାରନନ୍ତି ଡ୍ରାଇଭର

    ଆଗକୁ ପଢନ୍ତୁ

    ଏଣିକି ରାଜଧାନୀରେ ସାବାଡ ହେବେ ଅମାନିଆ ଡ୍ରାଇଭର । ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗି ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ମୋଟା ଅଙ୍କର ଫାଇନ ଆଦାୟ ସହ ଗାଡ଼ି ଓ ଡ୍ରାଇଭିଂ ଲାଇସେନ୍ସ ଜବତ କରି କୋର୍ଟ ଚାଲାଣ କରିବ ପୋଲିସ । ଅମାନିଆ ଚାଳକଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିପାରେ ।

    ଏନେଇ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସତର୍କ କରାଯାଇଛି । ଟ୍ରାଫିକ୍ ପୋଷ୍ଟରେ ପୋଲିସ ନଥିବା ସମୟରେ ମଧ୍ୟ ଯଦି କେହି ନିୟମ ଭଙ୍ଗ କରନ୍ତି ତେବେ କ୍ୟାମେରା ଦେଖି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମଦ ପିଇ ଗାଡ଼ି ଚଲାଉଥିଲେ, ରଙ୍ଗ ରୁଟରେ ଗାଡ଼ି ଚଳାଇଲେ ଏବଂ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.9 ° C
    25.9 °
    25.9 °
    28 %
    2.5kmh
    83 %
    Sun
    23 °
    Mon
    27 °
    Tue
    27 °
    Wed
    28 °
    Thu
    28 °

    ସମ୍ବନ୍ଧିତ