Tuesday, July 8, 2025
23.8 C
Odisha

    ନିର୍ବାଚନ ପୂର୍ବରୁ କଟକରେ କଡ଼ାକଡି ହେଲା ସୁରକ୍ଷା : ୭୭୧ ଜଣ ବନ୍ଧୁକଧାରୀଙ୍କୁ ବନ୍ଧୁକ ଜମା କରିବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ଅପରାଧ ଦମନ ପ୍ରସ୍ତୁତି । ୭୭୧ ଜଣ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ନିଜ ବନ୍ଧୁକ ଜମା କରିବାକୁ ନିର୍ଦେଶ ଦେଇଛି ପୋଲିସ । ସେହିପରି ପଡ଼ି ରହିଥିବା ୯୫୦ଟି ଜାମିନ ବିହୀନ ଗିରଫ ପରୱାନା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ହୋଇଛି । ଆଇପିସିର ଧାରା ୧୧୦ ଅନୁଯାୟି ୧୫୦ ଜଣ ପେଶାଦାର ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତି ହୋଇଛି ।

    କଟକ ସହରକୁ ନିଶା ଦ୍ରବ୍ୟ ଚାଲାଣ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ କଡ଼ା ନଜର ରଖିଛି ପୋଲିସ । ବନ୍ଧୁକ କାରବାର ଉପରେ ବିଶେଷ ନଜର ରଖାଯିବ ବୋଲି କହିଛନ୍ତି ଡିସିପି ଅନିଲ ମିଶ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    88 %
    4.1kmh
    100 %
    Tue
    27 °
    Wed
    26 °
    Thu
    26 °
    Fri
    30 °
    Sat
    31 °

    ସମ୍ବନ୍ଧିତ