Saturday, March 21, 2026
27.7 C
Odisha

    ଖେମିନିଙ୍କୁ ପୁଣି ଟାର୍ଗେଟ କଲେ ଟ୍ରମ୍ପ: ଦମନକାରୀ ଶାସନ ଶେଷ ହେବା ଜରୁରୀ

    ଆଗକୁ ପଢନ୍ତୁ

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଶାସନ ଉପରେ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, ଇରାନକୁ ଏବେ ଏକ ନୂତନ ନେତୃତ୍ୱର ଆବଶ୍ୟକତା ଅଛି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଖେମିନି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଇରାନରେ ହିଂସାତ୍ମକ ଅଶାନ୍ତି ସୃଷ୍ଟି କରିବା ମୂଳରେ ଆମେରିକା ରହିଥିବା ଅଭିଯୋଗ ଆଣିଥିଲେ। ସେ ଦାବି କରିଥିଲେ ଯେ, ଆମେରିକା ଏବଂ ଇସ୍ରାଏଲର ଗୋଷ୍ଠୀଗୁଡ଼ିକ ପୋଡ଼ାଜଳା, ସାର୍ବଜନୀନ ସମ୍ପତ୍ତି ନଷ୍ଟ ସ ଜାଣିଶୁଣି ଆମ ଦେଶରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଖେମିନି ପୋଷ୍ଟ ସେୟାର କରିବା ପରେ ଟ୍ରମ୍ପ ଇରାନ ପ୍ରଶାସନକୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ