Wednesday, October 14, 2026
23 C
Odisha

    ୟୁଏସବି କଣ୍ଡୋମ୍’ କ’ଣ , ଏହାର ବ୍ୟବହାର କିପରି କରିବେ ?

    ଆଗକୁ ପଢନ୍ତୁ

    ଆଜିକା ଦିନରେ ସବୁ ବର୍ଗର ଲୋକମାନେ ମୋବାଇଲ ବ୍ୟବହାର କରୁଛନ୍ତି। ବିନା ମୋବାଇଲରେ ଗୋଟିଏ ଦିନ ରହିବା କଷ୍ଟକର ହୋଇ ପଡ଼ୁଛି। ବିଶେଷ କରି ଯୁବ ପିଢ଼ିମାନେ ଅଧିକ ସମୟ ମୋବାଇଲ ବ୍ୟବହାର କରିଥାଆନ୍ତି। କାର୍ଯ୍ୟରତ ବ୍ୟକ୍ତିମାନେ ମୋବାଇଲରେ ବିଭିନ୍ନ ପ୍ରକାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖି ଥାଆନ୍ତି। ଆପଣ ଲକ୍ଷ୍ୟ କରିଥିବେ ବିଭିନ୍ନ ଜନ ଗହଳି ସ୍ଥାନ ଯଥା ଷ୍ଟେସନ୍, ଏୟାରପୋର୍ଟ ଓ ସପିଂ ମହଲରେ ମୋବାଇଲ ଚାର୍ଜିଂ ପାଇଁ ୟୁଏସବି ପୋର୍ଟ ରହିଛି। ଏହି ସ୍ଥାନ‌ରେ ଲାଗିଥିବା ୟୁଏସବିରେ ଯଦି ଆପଣ ମୋବାଇଲ ଚାର୍ଜ କରୁଛନ୍ତି ତେବେ ଆପଣଙ୍କ ଡାଟା ଚୋରି ହୋଇ ପାରେ। ତେଣୁ ଏବେ ବଜାରରେ ୟୁଏସବି ଡାଟା ବ୍ଲକର୍ସ ଆସିଛି ଯାହାର ନାଁ ରହିଛି ‘ୟୁଏସବି କଣ୍ଡୋମ’। ମୋବାଇଲରେ ଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟ ୟୁଏସବି ମାଧ୍ୟରେ ଚୋରି ହୋଇଥାଏ। ଡାଟା ଚୋରି ଉପରେ ଅଙ୍କୁଶ ଲଗାଇବା ପାଇଁ ବଜାରରୁ ୟୁଏସବି କଣ୍ଡୋମ ଆସିଛି। ୟୁଏସବି କଣ୍ଡୋମ ଏକ ଛୋଟ ୟୁଏସବି ଆଡାପ୍ଟର ଭଳି ହୋଇଥାଏ। ଯାହା ଦ୍ବାରା ଇନପୁଟ୍‌ ଓ ଆଉଟପୁଟ୍ କାର୍ଯ୍ୟା ହୋଇଥାଏ। ଏହି ଆଡ଼ାପ୍ଟର ମୋବାଇଲ ପାଓ୍ବାର ସପ୍ଲାଏ କରିଥାଏ ହେଲେ ଡାଟା ଏକ୍ସଚେଞ୍ଜ୍‌ ବନ୍ଦ କରି ଦେଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ