Wednesday, April 1, 2026
25.3 C
Odisha

    ଝାରସୁଗୁଡ଼ା ମ୍ୟୁନିସିପାଲଟିରେ ଭିଜିଲାନ୍ସ ଟିମ୍

    ଆଗକୁ ପଢନ୍ତୁ

    ବିଭିନ୍ନ ଦୁର୍ନୀତିକୁ ନେଇ ଝାରସୁଗୁଡ଼ା ମ୍ୟୁନିସିପାଲଟି ବର୍ଷତମାମ ବିବାଦ ଘେରରେ ରହିଆସୁଛି। ତେବେ ନିକଟରେ ମଶାମରା ତେଲ କିଣାରେ ଦୁର୍ନୀତି ନେଇ ସୂଚନା ଅଧିକାର ଆଇନ ଯୋଗେ ମିଳିଥିବା ତଥ୍ୟ ଅନୁସାରେ ଅଭିଯୋଗ ପରେ ଆଜି ଝାରସୁଗୁଡ଼ା ଭିଜିଲାନ୍ସ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।ଭିଜିଲାନ୍ସ ବିଭାଗର ଏକ ଟିମ୍ ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ପହଞ୍ଚି ନିର୍ବାହୀ ଅଧିକାରୀ ମାନସ ମଲ୍ଲିକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ କାଗଜପତ୍ର ଜବତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ