Friday, April 3, 2026
29.7 C
Odisha

    ଯେଉଁ ମହିଳାଙ୍କର ଏହି ଅଙ୍ଗ ବଡ, ସେମାନଙ୍କ ସ୍ୱାମୀ ସବୁବେଳେ ଖୁସିରେ ରୁହନ୍ତି

    ଆଗକୁ ପଢନ୍ତୁ

    ହିନ୍ଦୁଧର୍ମ ଅନୁସାରେ ଯେଉଁ ଘରେ ମହିଳାଙ୍କୁ ସମ୍ମାନ ଦିଆଯାଏ ସେଠାରେ ଦେବାଦେବୀଙ୍କ କୃପା ଥାଏ। ଆଉ କୁହାଯାଏ ଜଣେ ସ୍ୱାମୀର ସଫଳତା ପଛରେ ସ୍ତ୍ରୀର ଭୂମିକା ଅଧିକ ଥାଏ । ତେଣୁ ଘରର ବୋହୂ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ଜଣେ ସ୍ତ୍ରୀ ଘରପାଇଁ ଏବଂ ସ୍ୱାମୀ ପାଇଁ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ତେବେ ତାହା ଆପଣ କେମିତି ଜାଣିବେ । ଆମେ କହିବୁ ଏହାର ସହଜ ଉପାୟ ।

    ମହିଳାଙ୍କ ଅଙ୍ଗରେ ଥାଏ ଲକ୍ଷ୍ମୀଙ୍କ ଗୁଣ- ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ଅଙ୍ଗ ସାମାନ୍ୟ ବଡ ହୋଇଥାଏ ତେବେ ସେ ଲକ୍ଷ୍ମୀଙ୍କ ସ୍ୱରପ ବୋଲି ଭାବି ନିଅନ୍ତୁ ।

    ଆସନ୍ତୁ ଜାଣିବା କେଉଁ ମହିଳାଙ୍କ କେଉଁ ଅଙ୍ଗ ବଡଥିଲେ ଜାଣିହେବ ସେମାନେ ଲକ୍ଷ୍ମୀଙ୍କ ସ୍ୱରୂପ

    ଲମ୍ବା ବେକ- ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ବେକ ସାମାନ୍ୟ ବଡ ହୋଇଥାଏ ସେମାନେ ଭାଗ୍ୟଶାଳୀ ସ୍ତ୍ରୀ ହୋଇଥାନ୍ତି।

    ଲମ୍ବାକାନ- ଯେଉଁ ମହିଳାମାନଙ୍କ କାନ ଅନ୍ୟମାନଙ୍କ ଠାରୁ ଲମ୍ବା ହୋଇଥାଏ ସେମାନେ ଭାଗ୍ୟଶାଳୀ ହେବାସହ ଦୀର୍ଘାୟୁ ହୋଇଥାନ୍ତି ।

    ମାଂଶାଳ ଜଙ୍ଘ- ସାଧାରଣତଃ ମହିଳାମାନଙ୍କ ପେଟର ତଳ ଭାଗ ମୋଟା ହୋଇଥାଏ । ସେହି ଅନୁସାରେ ଜଙ୍ଘ ମୋଟା ହୋଇନଥାଏ । ଏହି କ୍ଷେତ୍ରରେ ଯେଉଁ ମହିଳାଙ୍କ ଜଙ୍ଘ ମାଂଶାଳ ହୋଇ ଥାଏ ସେମାନେ ବହୁତ ଲକି ଓ ଭାଗ୍ୟଶାଳୀ ହୋଇଥାନ୍ତି ।

    ବଡ ମୁଣ୍ଡ- ପୁରାଣ ଅନୁସାରେ ସାମାନ୍ୟ ବଡ ଥିବା ମହିଳାମାନେ ମଧ୍ୟ ଭାଗ୍ୟଶାଳୀ। ଏହିପରି ମହିଳାମାନେ ତାଙ୍କ ପରିବାରକୁ ସବୁବେଳେ ଖୁସିରେ ରଖନ୍ତି। ଏମିତି ସ୍ତ୍ରୀ ପାଇ ତାଙ୍କ ସ୍ୱାମୀମାନେ ମଧ୍ୟ ଖୁସିରେ ରୁହନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ