Saturday, May 2, 2026
25.9 C
Odisha

    ଅତିରିକ୍ତ ଏସପିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ , ୪ ଆହତ

    ଆଗକୁ ପଢନ୍ତୁ

    ଭଞ୍ଜନଗର : ଭଞ୍ଜନଗର ଥାନା ଶାଳୁଆପଲ୍ଲୀ ନିକଟରେ ଅତିରିକ୍ତ ଏସପିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗଛରେ ପିଟିହୋଇ ଓଲଟି ପଡ଼ିଲା ଏସପି ରଞ୍ଜନ କୁମାର ଦେଙ୍କ ଗାଡ଼ି । ଏଥିରେ ଅତିରିକ୍ତ ଏସପିଙ୍କ ସମେତ ଶାଶୁ,ସ୍ତ୍ରୀ, ଏବଂ ଡ୍ରାଇଭର ଆହତ ହୋଇଛନ୍ତି । ସ୍ଥାନୀୟବାସିନ୍ଦା ସମସ୍ତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ପଠାଇଥିଲେ । ପରେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କୌଣସି କାମରେ ନିଜ ପୈତୃକ ଘର ବାଲେଶ୍ଵର ଯାଇ ଭଞ୍ଜନଗର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.9 ° C
    25.9 °
    25.9 °
    58 %
    2.1kmh
    0 %
    Fri
    26 °
    Sat
    39 °
    Sun
    41 °
    Mon
    41 °
    Tue
    36 °

    ସମ୍ବନ୍ଧିତ