Friday, September 18, 2026
25 C
Odisha

    ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କଠାରୁ ୫ ଲକ୍ଷ ଲୁଟ୍

    ଆଗକୁ ପଢନ୍ତୁ

    ରାଉରକେଲା: ଜନଗହଳିପୂର୍ଣ୍ଣ ସେକ୍ଟର ୧୯ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଗରୁ ୫ ଲକ୍ଷ ଲୁଟ୍ ହୋଇଛି। ଏକ କଳା ପଲସର ବାଇକ୍‌ରେ ଦୁଇ ଯୁବକ ବ୍ୟାଙ୍କ ଆଗରୁ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସୋସେନ ମାଝୀଙ୍କ  ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ଫେରାର ହୋଇ ଯାଇଛନ୍ତି। ସେକ୍ଟର ୧୯ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ସେ ୫ ଲକ୍ଷ ଉଠାଇବା ପରେ ବ୍ୟାଙ୍କରୁ ବାହାରି ଥିଲେ। ରାସ୍ତା ପାରି ହୋଇ ଗାଡି ପାଖକୁ ଯାଉଥିଲା ବେଳେ ଦୁଇ ଯୁବକ କଳା ପଲସରରେ ଆସି ଟଙ୍କା ବ୍ୟାଗ୍ ଝାମ୍ପି ଫେରାର ହୋଇ ଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    88 %
    1kmh
    96 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ