Thursday, April 16, 2026
33.2 C
Odisha

    ଆଜି ପ୍ରକାଶ ପାଇବ OJEE ରେଜଲ୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଓଜେଇଇ ଫଳାଫଳ। ସଂଧ୍ୟା ୫ଟାରୁ ୬ଟା ଭିତରେ ପ୍ରକାଶ ପାଇବ ଏହି ରେଜଲ୍ଟ। ojee.nic.in ଏହି ଲିଙ୍କକୁ ଯାଇ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଏହି ଲିଙ୍କରେ ଆସିବ ରାଙ୍କ କାର୍ଡ।

    ସୂଚନାନୁଯାୟୀ, ମେ’ 2, 2025ରେ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ
    ଓଜେଇଇ ପରୀକ୍ଷା ଦେଇଥିଲେ। ୩ଟି ପର୍ଯ୍ୟାୟରେ ହୋଇଥିଲା ଏହି ପରୀକ୍ଷା । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ୨ୟ ପର୍ଯ୍ୟାୟ ପରୀକ୍ଷା ଦିନ ୧୨ଟା ୩୦ରୁ ୨ଟା ୩୦ ଯାଏ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ୪ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ଏହି ରେଜଲ୍ଟ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ଶିଳ୍ପମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33.2 ° C
    33.2 °
    33.2 °
    36 %
    2.6kmh
    42 %
    Thu
    36 °
    Fri
    42 °
    Sat
    43 °
    Sun
    44 °
    Mon
    43 °

    ସମ୍ବନ୍ଧିତ