Tuesday, September 15, 2026
23.4 C
Odisha

    ଆଜିଠୁ ଡିଜିଟାଲ୍ ଜନଗଣନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଠାରୁ ଘରକୁ ଘର ବୁଲି ଜନଗଣନା କରିବେ ଅଧିକାରୀ । ପ୍ରଥମ ୩ ଦିନ କ୍ଷେତ୍ର ପରିଦର୍ଶନ କରିବେ ଅଧିକାରୀ । ୧୯ ତାରିଖରୁ ଘରକୁ ଘର ଯାଇ ଜନତାଙ୍କ ତଥ୍ୟ ଆଣିବେ ଜନଗଣନା ଅଧିକାରୀ । ମ୍ୟାପରେ ଘରର ସଂଖ୍ୟା ସହ ଘରର ତଥ୍ୟ ସଂଗ୍ରହ କରାଯିବ। ପୋର୍ଟାଲ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ୩୩ଟି ପ୍ରଶ୍ନର ଉତ୍ତର ନେଇ ତଥ୍ୟ ଗ୍ରହଣ କରିବେ ଅଧିକାରୀ । ଘର ଘର ବୁଲି ଜନଗଣନା କରିବେ ୯୦ ହଜାର ୨୦୦ ଅଧିକାରୀ ।

    ୧୫,୧୪୦ ସୁପରଭାଇଜର୍ ନିଯୁକ୍ତ ଥିବା ଜନସଂଖ୍ୟା ନିର୍ଦ୍ଦେଶାଳୟର ସୂଚନା । ପ୍ରତି ଜନଗଣନା ଅଧିକାରୀ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବେ ଅଧିକାରୀ । ଜଣେ ଅଧିକାରୀଙ୍କୁ ୨୦୦ରୁ ୨୨୦ଟି ଘର ଗଣତି କରିବାକୁ ହେବ। ଘର ଗଣିବା ସହ ନମ୍ବରିଂ କରିବେ ଓ ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ କରିବେ ଅଧିକାରୀ । ଏପ୍ରିଲ ୧୬ରୁ ମେ’୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜିଟାଲ୍ ଜନଗଣନା ।.

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.4 ° C
    23.4 °
    23.4 °
    89 %
    0.9kmh
    18 %
    Tue
    31 °
    Wed
    31 °
    Thu
    31 °
    Fri
    29 °
    Sat
    29 °

    ସମ୍ବନ୍ଧିତ