Friday, March 13, 2026
22.3 C
Odisha

    ଆରବସାଗରରେ ଲଘୁଚାପ: ୩୬ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଆରବସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ସୂଚନା  ମିଳିଛି ।  ଆଗାମୀ ୩୬ ଘଣ୍ଟାରେ ଲଘୁଚାପ ଅବପାତର ରୂପ ନେବା ନେଇ ସୂଚନା ଦେଇଛି, ଭାରତୀୟ ପାଣିପାଗ ବିଭାଗ ।  ଗତକାଲି ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଉଭୟ କଟକ ଓ ଭୁବନେଶ୍ୱରର ପାଗ ସକାଳୁ କୋହଳା ରହିଛି । ବର୍ଷା ପରେ ରାଜ୍ୟବାସୀଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଲଘୁଚାପର ପ୍ରଭାବ ରାଜ୍ୟର କେଉଁ ଅଞ୍ଚଳରେ ବେଶୀ ପଡ଼ିବ ସେ ନେଇ କୌଣସି ପ୍ରକାର ଖବର ମିଳିନାହିଁ ।  ଅନ୍ୟପଟେ ମୌସୁମୀ ବାୟୁ କେରଳ ମୁହାଁ ହୋଇଥିବା ସୂଚନା ପ୍ରକାଶ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    20 %
    1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    38 °
    Tue
    37 °

    ସମ୍ବନ୍ଧିତ