Tuesday, March 3, 2026
26.2 C
Odisha

    ଆରମ୍ଭ ହୋଇଛି ଭୋଟ ଗଣତି ପ୍ରକ୍ରିୟା, ୧୨୨ଟି ଆସରେ ଆଗୁଆ ରହିଛି NDA

    ଆଗକୁ ପଢନ୍ତୁ

    ବିହାର : ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ବିହାରରେ ପୁଣି ଥରେ NDA ସରକାର ଗଠନ କରୁଥିବା ପରି ମନେ ହେଉଛି । ୧୨୨ ଆସନରେ ଆଗୁଆ ରହି NDA ଅଗ୍ରଣୀ ହାସଲ କରିଛି ।

    ବିହାର ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରକ୍ରିୟା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ମତଦାନ ୬ ନଭେମ୍ବର ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୧ ନଭେମ୍ବର ହୋଇଥିଲା । NDA ୧୨୨ ଟି ଆସନରେ ଆଗୁଆ ରହିଥିବାରୁ ଏହାର ବିଜୟକୁ ସୂଚାଉଛି । ଭୋଟ ଗଣତିର ଫଳାଫଳ ଆଜି ସନ୍ଧ୍ୟାରେ ଘୋଷଣା କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.2 ° C
    26.2 °
    26.2 °
    17 %
    2.1kmh
    15 %
    Tue
    28 °
    Wed
    37 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ