Tuesday, March 10, 2026
21.3 C
Odisha

    ଉତ୍ତରପ୍ରଦେଶର ପଥର ଖାଦନରେ ଫସିଛନ୍ତି ୧୫ ଶ୍ରମିକ, ଜଣେ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ    :  ଧସିଲା ପଥର ଖାଦାନ। ଜଣେ ଶ୍ରମିକଙ୍କ ମୃତ୍ୟୁ । ଫସିଛନ୍ତି ୧୫ରୁ ଅଧିକ ଶ୍ରମିକ। ଉତ୍ତରପ୍ରଦେଶ ସୋନଭଦ୍ର ଅଞ୍ଚଳରେ ଏକ ପଥର ଖାଦାନରେ ୧୫ରୁ ଅଧିକ ଶ୍ରମିକ ଫସିଛନ୍ତି। ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି।NDRF ଓ SDRF ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସଞ୍ଜୀବ ଗଣ୍ଡ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.3 ° C
    21.3 °
    21.3 °
    89 %
    1.8kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    39 °
    Sat
    39 °

    ସମ୍ବନ୍ଧିତ