ଖବରଦେଶ-ବିଦେଶବାଣିଜ୍ୟ କମିଲା ରେପୋ ରେଟ୍, କମିବ ଇଏମଆଇ ସୁଧ ହାର By Hemant December 5, 2025 7 0 ଆଗକୁ ପଢନ୍ତୁ ଚଳିତ ବର୍ଷରେ କେବେ ପଡୁଛି ଚୈତ୍ର ଅମାବାସ୍ୟା? ଜାଣନ୍ତୁ ତାରିଖ ଏବଂ ଉପଚାର Hemant ନୂଆଦିଲ୍ଲୀ : ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ । କମିବ ଇଏମଆଇ ସୁଧ ହାର । ମନିଟାରୀ ପଲିସ କମିଟି ବୈଠକ ପରେ ରେପୋ ରେଟ୍ ହ୍ରାସ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ରା । ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ୫.୨୫ ପ୍ରତିଶତ ହୋଇଛି ରେପୋ ରେଟ୍ । ସାଧାରଣ ଲୋକଙ୍କ ପାଇଁ ଏହା ବଡ଼ ଆଶ୍ବସ୍ତି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଲୋନ୍ ଏବଂ EMI ଉପରେ ପଡିବ । EMI ଶସ୍ତା ହେବ । ରେପୋ ରେଟ୍ କମିବା ଦ୍ୱାରା ବ୍ୟାଙ୍କଗୁଡିକ ଗୃହ ଋଣ ଏବଂ ଗାଡ଼ି ଋଣ ଉପରେ ସୁଧ ହାର କମାଇବେ । ଫଳରେ ଆପଣଙ୍କ ମାସିକ କିସ୍ତି ବା EMI କମିଯିବ। ଯଦି ଆପଣ ୫୦ ଲକ୍ଷ ଟଙ୍କାର ଗୃହ ଋଣ ୨୦ ବର୍ଷ ପାଇଁ ନେଇଛନ୍ତି, ତେବେ ଆପଣଙ୍କର ବାର୍ଷିକ ପ୍ରାୟ ୪,୨୦୦ ଟଙ୍କା ସଞ୍ଚୟ ହେବ। ମୋଟ ସୁଧ ଉପରେ ଆପଣ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ବଞ୍ଚାଇ ପାରିବେ। ୧୦ ଲକ୍ଷ ଟଙ୍କାର ଗାଡ଼ି ଋଣ ଉପରେ ମାସକୁ ପ୍ରାୟ ୫୦୦ ଟଙ୍କା କମିପାରେ । ଯେଉଁ ଗ୍ରାହକମାନଙ୍କର ଲୋନ୍ ରେପୋ ରେଟ୍ ସହିତ ଯୋଡ଼ା ହୋଇଛି, ସେମାନେ ତୁରନ୍ତ ଏହାର ଲାଭ ପାଇବେ । ସେହିପରି ଋଣ ଶସ୍ତା ହେବା ସହିତ ଫିକ୍ସ ଡିପୋଜିଟ୍ ବା FD ଉପରେ ମିଳୁଥିବା ସୁଧ ହାର ମଧ୍ୟ ସାମାନ୍ୟ କମିପାରେ । Continue Reading ଖବରଦେଶ-ବିଦେଶବାଣିଜ୍ୟ TagsnationalRBI cut repo rate Share FacebookTwitterPinterestWhatsApp Previous articleଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା, ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍Next articleଖାଇବା ପରେ ତୁରନ୍ତ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ଅନେକ ସମସ୍ୟା ଅନ୍ୟାନ୍ୟ ଖବର ଖୁବଶୀଘ୍ର ଆରମ୍ଭ ହେବ ଚୈତ୍ର ନବରାତ୍ର ଏବଂ ହିନ୍ଦୁ ନବବର୍ଷ, ୮୯ ବର୍ଷ ପରେ ପଡୁଛି ଦୁଲର୍ଭ ସଂଯୋଗ ଚଳିତ ବର୍ଷରେ କେବେ ପଡୁଛି ଚୈତ୍ର ଅମାବାସ୍ୟା? ଜାଣନ୍ତୁ ତାରିଖ ଏବଂ ଉପଚାର ଚୀନ୍ରେ ଭୟଙ୍କର ଭୂମିକମ୍ପ, ତୀବ୍ରତା ୪.୩ କ୍ରିକେଟର ଅମିତ ମିଶ୍ରାଙ୍କ ନାମରେ ଯୌତୁକ ଏବଂ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ ଗାରିମା, ହେଲେ କୋର୍ଟଙ୍କ ଦ୍ବାରସ୍ଥ ପୋଖରୀରେ ଖସିଗଲା ଗୋଡ଼, ଦୁଇ ଭାଇ ମୃତ ପାଣିପାଗ Odisha clear sky enter location 22.1 ° C 22.1 ° 22.1 ° 47 % 1.3kmh 0 % Wed 37 ° Thu 37 ° Fri 39 ° Sat 40 ° Sun 38 ° ସମ୍ବନ୍ଧିତ ଚୀନ୍ରେ ଭୟଙ୍କର ଭୂମିକମ୍ପ, ତୀବ୍ରତା ୪.୩ ୭ ଘଣ୍ଟା ଉଡ଼ିବା ପରେ ଦିଲ୍ଲୀ ଫେରିଲା ଇଣ୍ଡିଗୋ ବିମାନ ଭାରତ ବିଶ୍ବର ଦ୍ବିତୀୟ ବୃହତ୍ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକ ଘଟଣା, କ୍ଷମା ମାଗିଲା NCERT