Saturday, July 27, 2024
24.5 C
Odisha

    କେନିୟାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୮ ମିଲିଟାରୀ ଅଫିସରଙ୍କ ମୃତ୍ୟୁ ସୂଚନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନିଆରୁ ଆସିଛି ଏକ ବଡ଼ ଖବର । ଏକ ବିମାନ ଦୁର୍ଘଟଣା ହେବା ସହ ସେଥିରେ ଅତିକମରେ ୮ ଜଣ ମିଲିଟାରୀ ଅଫିସରଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଉକ୍ତ ବିମାନରେ କେନିୟା ପ୍ରତିରକ୍ଷା ବାହିନୀ ମୁଖ୍ୟ ମଧ୍ୟ ଯାତ୍ରା କରୁଥିଲେ ବୋଲି କୁହାଯାଉଛି । କେନିୟା ଡିଫେନ୍ସ ଫୋର୍ସର ହୁୟେ ହେଲିକପ୍ଟରଟି ଏକ ସ୍ଥାନୀୟ ପ୍ରାଥମିକ ସ୍କୁଲରୁ ଉଡ଼ାଣ ଆରମ୍ଭ କରିଥିଲା । ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ