Sunday, June 21, 2026
29 C
Odisha

    କେମିତି ପାଇବେ ସୁଭଦ୍ରା ଯୋଜନାର ଲାଭ? କେତେ ମହିଳା ହେବେ ସାମିଲ, କେମିତି କରିବେ ଆବେଦନ

    ଆଗକୁ ପଢନ୍ତୁ

    ସେପ୍ଟମ୍ୱର ୧୭ରେ ସୁଭଦ୍ରା ଯୋଜନାର ହେବ ଶୁଭାରମ୍ଭ। କନକ ନ୍ୟୁଜର ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ହିତାଧିକାରୀ କେମିତି ପାଇବେ ସୁଭଦ୍ର ଯୋଜାନାର ଲାଭ । – କେତେ ମହିଳା ହେବେ ସାମଲି। କେମିତି କରିବେ ଆବେଦନ । ଗତକାଲି ବଜେଟରେ ବ୍ୟୟ ବରାଦ ପରେ ପୁରା ପ୍ରକ୍ରିୟା କହିଲେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    56 %
    1.8kmh
    100 %
    Sun
    32 °
    Mon
    39 °
    Tue
    37 °
    Wed
    35 °
    Thu
    36 °

    ସମ୍ବନ୍ଧିତ