Saturday, March 7, 2026
35.2 C
Odisha

    କେନ୍ଦ୍ରମନ୍ତ୍ରୀ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ଜିତିନ ପ୍ରସାଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି। ମନ୍ତ୍ରୀଙ୍କ କାର୍‌ ଯିବା ସମୟରେ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜିତିନ, ତାଙ୍କ ରୋଷେୟା ଏବଂ ବେସରକାରୀ ସଚିବଙ୍କ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ କାର୍‌ଟି ଦ୍ରୁତ ଗତିରେ ଯାଉଥିଲା, ସେଥିପାଇଁ ଏକ ଶକ୍ତ ଧକ୍କା ଲାଗି ଚୂର୍‌ମାର ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡିକୁ ଘଟଣାସ୍ଥଳରେ ଛାଡି ଦେଇ ମନ୍ତ୍ରୀ ଅନ୍ୟ ଏକ ଗାଡିରେ ତାଙ୍କ ନିର୍ଦ୍ଧାରିତ କାର୍ୟ୍ୟକ୍ରମକୁ ପଳାଇଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    21 %
    3.3kmh
    0 %
    Sat
    34 °
    Sun
    37 °
    Mon
    37 °
    Tue
    39 °
    Wed
    40 °

    ସମ୍ବନ୍ଧିତ