Monday, April 13, 2026
25.6 C
Odisha

    କ୍ୟାପିଟାଲ ହସ୍ପିଟାଲରେ ସ୍ତ୍ରୀର ମୃତଦେହକୁ ଛାଡି ସ୍ୱାମୀ ଫେରାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  କ୍ୟାପିଟାଲ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି । ମଞ୍ଚେଶ୍ୱର ଥାନା ଚକେଇଶିଆଣି ଅଞ୍ଚଳରେ ଜଣେ ନିଜ  ସ୍ତ୍ରୀକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତରମାନେ ମହିଳାଙ୍କୁ ମୃତ ଘୋଷିତ କରିଥିଲେ ।  ଏହାପରେ ସ୍ଵାମୀ ସ୍ତ୍ରୀର ମୃତଦେହକୁ ଛାଡି ଫେରାର ହୋଇ ଯାଇଥିଲେ ।

    ସୂଚନା ଅନୁସାରେ ପରକିଆପ୍ରୀତିରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଶଶୁର ଘର ଲୋକ ଅଭିଯୋଗ କରୁଥିବା ବେଳେ ଝିଅର ବାପ ଘର ଲୋକ ଜ୍ବାଇଁ ନାଁରେ ଆଣିଲେ ହତ୍ୟା ଅଭିଯୋଗ ।  ମଞ୍ଚେଶ୍ୱର୍ ଥାନାରେ ପରିବାର ଲୋକଙ୍କ FIR ପରେ ଗୁପ୍ତେଶ୍ୱରଙ୍କୁ ଅଟକ ରଖିଛି ପୋଲିସ୍ । ନନ୍ଦିତା ଗୁପେଶ୍ୱର ପ୍ରାୟ ୮ ବର୍ଷ ହୋଇଛି ବାହାଘର ।  ପରିବାର ଲୋକ ଆଣିଲେ ପରକ୍ରୀୟା ପ୍ରୀତି ଅଭିଯୋଗ । ପରକିଆପ୍ରୀତି ଗୁପ୍ତେଶ୍ୱରଙ୍କ ଧରିବା ପରେ ହୋଇଥିଲା ଝଗଡ଼ା । ଝଗଡ଼ା ପରେ ହତ୍ୟା କରିଥିବା ନେଇ  ଅଭିଯୋଗ  ଆଣିଲେ ପରିବାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    54 %
    1.5kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ