Wednesday, February 5, 2025
33.8 C
Odisha

    ଖାଜିପଲ୍ଲୀଗ୍ରାମରେ ଦମ୍ପତିଙ୍କ ଆତ୍ମହତ୍ୟା

    ଆଗକୁ ପଢନ୍ତୁ

    ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଖାଜିପଲ୍ଲୀଶାସନ ଗାଁ ବଳଧିଆ ସାହିରେ ଅଭାବନୀୟ ଘଟଣା ଘଟିଛି । ଘରେ କେହି ନଥିବା ସମୟରେ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ହେଲେ ସନ୍ତୋଷ ସାହୁ(୪୦) ଓ ସସ୍ମିତା ସାହୁ (୩୧) । ସସ୍ମିତାଙ୍କ ଶବ ଖଟରେ ପଡ଼ିଥିବା ବେଳେ ସନ୍ତୋଷ ରଶି ଲଗାଇ ଘରେ ଝୁଲୁଥିବା ଜଣାପଡ଼ିଛି । ମୃତକଙ୍କ ଦୁଇଟି ସନ୍ତାନ ଅଛନ୍ତି । ପୁଅର ବୟସ ୮ବର୍ଷ ହୋଇଥିବାବେଳେ ଝିଅର ବୟସ ୧୨ବର୍ଷ ବୋଲି ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୁରୁଷୋତ୍ତମପୁର ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33.8 ° C
    33.8 °
    33.8 °
    22 %
    1.7kmh
    69 %
    Wed
    35 °
    Thu
    35 °
    Fri
    34 °
    Sat
    33 °
    Sun
    33 °

    ସମ୍ବନ୍ଧିତ