Monday, November 2, 2026
23.4 C
Odisha

    ଏବେଠୁ ହୀରାକୁଦ ଉବୁଟୁବୁ, ଖୋଲିଲା ୨ଟି ଗେଟ୍

    ଆଗକୁ ପଢନ୍ତୁ

    ସମ୍ବଲପୁର: ଖୋଲିଲା ହୀରାକୁଦର ୨ଟି ଗେଟ୍ । ଉପର ମୁଣ୍ଡରୁ ଅତ୍ୟଧିକ ବନ୍ୟା ଜଳ ଆସିବା ଫଳରେ ହୀରାକୁଦ ଜଳଭଣ୍ଡାର ଆଉ ଦୁଇଟି ଗେଟ ଖୋଲିଛି l ହୀରାକୁଦ ତାର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୬୩୦ ଫୁଟ କୁ ପହଞ୍ଚି ସାରିଛି l

    ଆସନ୍ତା ୩୦ ତାରିଖ ସୁଦ୍ଧା ୬୩୦ ଫୁଟ ରହିବା କଥା l କିନ୍ତୁ ହୀରାକୁଦ ଜଳଭଣ୍ଡାର କର୍ତ୍ତୃ ପକ୍ଷ ଏହାକୁ ୧୨ ଦିନ ପୂର୍ବରୁ ୬୩୦ ଫୁଟ କରି ଦେଇଛନ୍ତି l ଜଳଭଣ୍ଡାରକୁ ଅତିରିକ୍ତ ବନ୍ୟା ଜଳ ପ୍ରବେଶ କରିବାରୁ ଦୁଇଟି ଗେଟ ମାଧ୍ୟମରେ ଛଡ଼ାଯାଉଛି l ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାର ର ଜଲସ୍ତର ୬୨୯.୯୩ ଫୁଟ ରହିଛି l ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୪୩ ହଜ଼ାର ୫୬୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬୮ ହଜ଼ାର ୯୮୩ କ୍ୟୁସେକ ଜଳ ମହାନଦୀକୁ ନିଷ୍କାସନ କରାଯାଉଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    94 %
    1.1kmh
    98 %
    Mon
    24 °
    Tue
    28 °
    Wed
    27 °
    Thu
    24 °
    Fri
    28 °

    ସମ୍ବନ୍ଧିତ