Tuesday, September 22, 2026
24.7 C
Odisha

    ଖାଲକୁ ଖସିଲା ବସ, ୫ ମୃତ

    ଆଗକୁ ପଢନ୍ତୁ

    ଗୁଜରାଟ : ଭାରସାମ୍ୟ ହରାଇ ଖାଲକୁ ଖସିପଡ଼ିଲା ବସ। ଗୁଜୁରାଟର ଦାଙ୍ଗ ଜିଲ୍ଲା ସପୁତରା ନିକଟରେ ଭାରସାମ୍ୟ ହରାଇ ବସଟି ଖାଲକୁ ଖସିପଡ଼ିଥିଲା। ବସରେ ଥିବା ୪୮ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ ମୃତ୍ୟୁ ହୋଇଛି ଏବଂ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.7 ° C
    24.7 °
    24.7 °
    94 %
    2.7kmh
    100 %
    Tue
    25 °
    Wed
    26 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ